CRISIS
INDIA
ODISHA
US-Iran Conflict: ଟ୍ରମ୍ପଙ୍କ ଘୋଷଣା: ଇରାନ ଉପରେ ଆଜି ରାତିରେ ବଡ଼ ହମଲା

US Iran Conflict: ମଧ୍ୟପ୍ରାଚ୍ୟ ସ୍ଥିତି ଭୟଙ୍କର ହେବାର ଆଶଙ୍କା ପ୍ରକାଶ ପାଇଛି। କାରଣ ଆମେରିକା ଓ ଇରାନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଆଜି ରାତିରେ ନିର୍ଣ୍ଣାୟକ ମୋଡ ନେଇପାରେ। ଆଜି ରାତିରେ ଇରାନ ବିରୋଧରେ ସବୁଠାରୁ ବଡ଼ ହମଲା କରାଯିବା ବୋଲି ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି
Read the original at Odisha Reporter ↗