Flag of IndiaBharat Pulse सत्यमेव जयते
GOOD CRIME ODISHA

Supreme Court: ପ୍ରାର୍ଥିପତ୍ର ରଦ୍ଦ ଘଟଣାରେ କଂଗ୍ରେସର ମୀନାକ୍ଷୀ ନଟରାଜନଙ୍କୁ ସୁପ୍ରିମ ଝଟକା

Supreme Court: କଂଗ୍ରେସର ରାଜ୍ୟସଭା ପ୍ରାର୍ଥୀ ମୀନାକ୍ଷୀ ନଟରାଜନଙ୍କୁ ଶୁକ୍ରବାର ଲାଗିଛି ଆଉ ଗୋଟିଏ ଝଟକା। ଏଥର ଝଟକା ଦେଇଛନ୍ତି ସୁପ୍ରିମକୋର୍ଟ। ତଥ୍ୟ ଲୁଚାଇବା ଘଟଣାରେ ରିଟର୍ଣ୍ଣିଂ ଅଫିସର ନଟରାଜନଙ୍କ ରାଜ୍ୟସଭା ପ୍ରାର୍ଥିପତ୍ର ରଦ୍ଦ କରିଥିଲେ। ଏହାକୁ ସେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍

Odisha Reporter Fri, 12 Jun 2026 08:37
Read the original at Odisha Reporter ↗