GOOD
INDIA
ODISHA
RERA କାର୍ଯ୍ୟକ୍ଷମ ପୂର୍ବର ଆପାର୍ଟମେଣ୍ଟ ପଞ୍ଜିକରଣ ପ୍ରକ୍ରିୟା ହେଲା ସରଳ, ଆଇନଗତ ସମସ୍ୟା ହଟାଇଲେ ସରକାର

ରାଜ୍ୟର ହଜାରହଜାର ଆପାର୍ଟମେଣ୍ଟ କ୍ରେତା, ଜମି ମାଲିକ ଓ ପ୍ରମୋଟରମାନଙ୍କ ପାଇଁ ଖୁସିଖବର। ଦୀର୍ଘବର୍ଷ ଧରି ପୁରୁଣା ଆପାର୍ଟମେଣ୍ଟଗୁଡ଼ିକର ପଞ୍ଜିକରଣ ବା ରେଜିଷ୍ଟ୍ରେସନକୁ ନେଇ ଲାଗି ରହିଥିବା ବିଭିନ୍ନପ୍ରକାରର ଆଇନଗତ ଜଟିଳତା ଓ ଦସ୍ତାବିଜ୍ ସମସ୍ୟାର ସ୍ଥାୟୀ ସମାଧାନ କରିଛି ରାଜ୍ୟ ଗୃହ ନିର
Read the original at Odisha Reporter ↗