GOOD
INDIA
ODISHA
OPTCL କର୍ମଚାରୀଙ୍କୁ ଆକ୍ରମଣ ଘଟଣାର ପର୍ଦ୍ଦାଫାସ: ମୁଖ୍ୟ ଅଭିଯୁକ୍ତଙ୍କ ସହିତ ୪ ସୁପାରିକିଲର ଗିରଫ, ୧.୩୦ ଲକ୍ଷରେ ହୋଇଥିଲା ଡିଲ୍

ଜୁନ୍ ୯ ତାରିଖରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଚୁଳିଆ ନିକଟରେ ୫୩ ନମ୍ବର ଜାତୀୟ ରାଜପଥରେ ଭୁବନ ଅଞ୍ଚଳର ରାକେଶ କୁମାର ଦାସ ନାମକ ଜଣେ OPTCL କର୍ମଚାରୀଙ୍କୁ ୪/୫ ଜଣ ବ୍ୟକ୍ତି ଆକ୍ରମଣ କରିବା ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ପୂର୍ବଶତ୍ରୁତାକୁ ନେଇ ରାକେଶଙ୍କୁ ହତ୍ୟା କରିବା
Read the original at Odisha Reporter ↗