GOOD
POLITICS
ODISHA
Niti Ayoga ବୈଠକ: ରେଳ ପ୍ରକଳ୍ପ, ସେମିକଣ୍ଡକ୍ଟର ଓ ପିଏମ୍ ସେତୁ ପାଇଁ କେନ୍ଦ୍ରର ସହଯୋଗ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନିତି ଆୟୋଗର ୧୧ତମ ପରିଚାଳନା ପରିଷଦ ବୈଠକରେ ଓଡ଼ିଶା ନିଜର ବଳିଷ୍ଠ ପ୍ରସ୍ତାବ ଓ ଦାବି ଉପସ୍ଥାପନ କରିଛି। ବିଶେଷକରି ରେଳ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା, ନୂଆ ସେମିକଣ୍ଡକ୍ଟର ଶିଳ୍ପ ସ୍ଥାପନ ଓ ଯୁବପିଢ଼ିଙ୍କ ବୈଷୟିକ ତ
Read the original at Odisha Reporter ↗