GOOD
CRIME
ODISHA
Murder: ବିଚ୍ ରାସ୍ତାରେ ବାପାଙ୍କୁ ଛୁରୀ ଭୁଷି ହତ୍ୟା କଲା ପୁଅ

Murder: ପୁଅକୁ ଛୋଟରୁ ବଡ଼ କଲେ। ତା’ର ସବୁ ଅଳିକୁ ପୂରଣ କଲେ। ଆଶା କରିଥିଲେ ବୁଢ଼ା ବୟସରେ ପୁଅ ତାଙ୍କୁ ସାହା ହେବ। ମୃତ୍ୟୁ ପରେ ଚାରି କାନ୍ଧ ଦେବ। ହେଲେ ସେହି ପୁଅ ଏବେ ଘଟାଇଛି ଜଘନ୍ୟକାଣ୍ଡ। ସମ୍ପତ୍ତି ପାଇଁ ବୁଢ଼ା ବାପାଙ୍କୁ ବିଚ ରାସ୍ତାରେ ଛୁରୀ ଭୁଷି ହତ୍ୟା କରିଛି ପୁଅ। ୮୧ ବର୍ଷୀୟ ବ
Read the original at Odisha Reporter ↗