GOOD
INDIA
ODISHA
Gold Rate: ଦୁଇ ଦିନ ଖସିବା ପରେ ପୁଣି ବଢ଼ିଲା ସୁନା ଦର

ଲଗାତାର ଦୁଇ ଦିନ ଧରି ସୁନା ଦରରେ ବଡ଼ ହ୍ରାସ ହେବା ପରେ ଆଜି ପୁଣି ବଢ଼ିଛି। ଗୁଟ୍ ରିଟର୍ଣ୍ଣସର ରିପୋର୍ଟ ଅନୁଯାୟୀ ଆଜି ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୨ ହଜାର ୯୪୦ ଟଙ୍କା ବଢ଼ିଛି। ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ଦାମ୍ ଆଜି ଭୁବନେଶ୍ୱରରେ ୧ ଲକ୍ଷ ୪୮ ହଜାର
Read the original at Odisha Reporter ↗