Flag of IndiaBharat Pulse सत्यमेव जयते
GOOD INDIA ODISHA

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ଘଟଣାରେ ୫ ଗିରଫ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ଘଟଣାରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୁଲିସ ଆଜି ୫ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି- ବିଡ଼ିପୁର ଗାଁର ଶତ୍ରୁଘ୍ନ ସ୍ୱାଇଁ ଓ ଅନୀଲ ନାଇକ, ସୋରିଷମୂଳି ଗାଁର ରାଜେନ୍ଦ୍ର ନାୟକ, ବାରୁଡ଼ା ଗାଁର ଲିଟୁ ସାମନ୍ତରା ଓ ଅନୁଗୋଳ ଜିଲାର ରି

Odisha Reporter Fri, 12 Jun 2026 10:32
Read the original at Odisha Reporter ↗